fbpx
BSKY SKY
BSKY SKY

ଜୁନ ୧ରୁ ସାରା ଦେଶରେ ଗଡିବ ଟ୍ରେନ

BSKY

ନୂଆଦିଲ୍ଲୀ,୧୯/୫: ଜୁନ ୧ରୁ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା AC ଟ୍ରେନ୍‌ ଚାଲିବ। SL କୋଚ୍‌ ଓ ଚେୟାର କାର୍‌ ଟ୍ରେନ୍‌ ଚାଲିବ ବୋଲି ଜଣାପଡିଛି । ଖୁବ୍‌ଶୀଘ୍ର ଟ୍ରେନ୍‌ର ସମୟ ସାରଣୀ ଜଣାଇ ଦିଆଯିବ। ଏଣିକି କମ୍‌ ଅର୍ଥ ଖର୍ଚ୍ଚ କରି ଲୋକମାନେ ଘରକୁ ଯାଇପାରିବେ। ଖୁବଶୀଘ୍ର ଏନେଇ ଆରମ୍ଭ ହୋଇଯିବ ଅନଲାଇନ ବୁକିଂ। ଏନେଇ ରେଳମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.