fbpx
BSKY
BJD SHG SKY
BJD YOUTH SKY

ପାକିସ୍ତାନର ଗୁଳିମାଡ଼ରେ ଦୁଇ ବିଏସଏଫ ଯବାନ ଆହତ ସୂଚନା

ଓଡିଶା ଭାସ୍କର; ମଙ୍ଗଳବାର ଦିନ ଜାମ୍ମୁ କାଶ୍ମୀରର ଆର୍ନିଆ ସେକ୍ଟରରେ ପାକିସ୍ତାନ ରେଞ୍ଜର୍ସ ଗୁଳି ଚଳାଇବା ଫଳରେ ଭାରତୀୟ ସୀମା ପୋଷ୍ଟରେ ଦୁଇ ବର୍ଡ଼ର ସିକ୍ୟୁରିଟି ଫୋର୍ସ (ବିଏସ୍ଏଫ୍) ଯବାନ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଏହି ସୂଚନାକୁ ନେଇ କିଛି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଆଗକୁ ଏହି ସମ୍ପର୍କରେ ଅଧିକ ସୂଚନା ମିଳିବ ବୋଲି ଅନୁମାନ କରାଯାଉଛି।

Get real time updates directly on you device, subscribe now.