fbpx
BJD SKY
BJD SKY

ବାପାକୁ ମାରିଦେଲେ ଦୁଇ ପୁଅ

BJD

ଗଞ୍ଜାମ, ୨୦ା୬(ଓଡ଼ିଶା ଭାସ୍କର): ଗଞ୍ଜାମ ପୋଲସରା ଥାନା କଳମ୍ବ ବଡ଼ସାହିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଦୁଇପୁଅ ନିଜ ବାପାକୁ ହତ୍ୟା କରିଥିବା ସୂଚନା ମିଳିଛି । ଦୁଇପୁଅଙ୍କ ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଭାବେ ଆହତ ହୋଇଛନ୍ତି । କନ୍ତୁ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରେ ଦୁଇ ଅଭିଯୁକ୍ତ ସୁଶାନ୍ତ ଓ ମଙ୍ଗୁଳୁ ପ୍ରଧାନ ଥାନାରେ ଅଟକ ରହିଛନ୍ତି ।

Get real time updates directly on you device, subscribe now.