fbpx

ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କଲେ ୟୁପି ମୁଖ୍ୟମନ୍ତ୍ରୀ

ୟୁପି, ୩୦ା୯: ୟୁପି ହାଥରସରେ ହୋଇଥିବା ଗଣଦୁଷ୍କର୍ମ ମାମଲାର ଦଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଛି । ତିନି ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗିଆଦିତ୍ୟନାଥ ।ଏହାସହ ୭ଦିନ ଭିତରେ ସବିଶେଷ ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଫାଷ୍ଟ-ଟ୍ରାକ୍ କୋର୍ଟରେ ଗଣଦୁଷ୍କର୍ମ ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Get real time updates directly on you device, subscribe now.