fbpx
BSKY
BJD MC SKY
BJD YOUTH SKY

ଭିସୁଟ୍ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର,୧୩ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ ଏବେ କରୋନା କହର ଲାଗିରହିଛି । ଏହାର ବିଶେଷ ପ୍ରଭାବ ଶିକ୍ଷାବ୍ୟବସ୍ଥା ଓ ଅର୍ଥନୀତି ଉପରେ ପଡୁଛି । ଏହାରି ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଉ ୭ ଦିନ ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଜୁଲାଇ ୨୦ ଯାଏଁ ବିଶ୍ୱବିଦ୍ୟାଳୟ ସଟ ଡାଉନ୍ ରହିବ । ବୁର୍ଲାରେ କରୋନା ସଂକ୍ରମଣକୁ ବୃଦ୍ଧି ପରେ ବିଶ୍ୱବିଦ୍ୟାଳୟର କତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ସଟଡାଉନ୍ କରିବାକୁ ଘୋଷଣା ହୋଇଛି । ଜୁଲାଇ ୧୮ ଯାଏଁ ସଟଡାଉନ ଘୋଷଣା କଲେ ଭିସି ।

Get real time updates directly on you device, subscribe now.