fbpx
BJD SKY
BJD SKY

ରଥଯାତ୍ରାକୁ ନେଇ କଣ ରହିଛି ଶଙ୍କରାଚାର୍ଯ୍ୟଙ୍କ ପ୍ରଶ୍ନ? ଜାଣନ୍ତୁ

BJD

ପୁରୀ,୨୧ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ବଢୁଥିବାରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ବିଭିନ୍ନ ମହଲରୁ ସ୍ୱର ଉଠିବାରେ ଲାଗିଛି । ଏହାରି ମଧ୍ୟରେ ରଥଯାତ୍ରାକୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ଯେ, ପରମ୍ପରା ଭାଙ୍ଗିଲେ କ’ଣ ଜଗନ୍ନାଥ କ୍ଷମା କରିବେ କି?’

ଏହା ସହ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ଜୁନ୍ ୨୦ରେ ସ୍ୱେଚ୍ଛାକୃତ ଭାବେ ଆବେଦନ ଗ୍ରହଣ କରିପାରିଥାନ୍ତେ କୋର୍ଟ । ବିଶେଷ ସ୍ଥିତିରେ ନ୍ୟାୟାଳୟ ଅବକାଶରେ ମଧ୍ୟ ଖୋଲାଯାଇପାରେ । ମଙ୍ଗଳବାର ରଥଯାତ୍ରା ଥିବା ବେଷ୍ପେୁନଃବିଚାର ନିଷ୍ପତ୍ତି ପାଇଁ ମଝିରେ ମାତ୍ର ଗୋଟିଏ ଦିନ ରହିଛି ।’ ତେବେ ରଥଯାତ୍ରା ବନ୍ଦ କରିବା ପାଇଁ ଏହା ସୁନିୟୋଜିତ ଯୋଜନା ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ।

Get real time updates directly on you device, subscribe now.