fbpx
BSKY
BJD SHG SKY
BJD YOUTH SKY

ପୁଅମାନଙ୍କୁ ବିବାହିତ ମହିଳା କାହିଁକି ଅଧିକ ପସନ୍ଦ ଆସନ୍ତି? ଜାଣନ୍ତୁ କାରଣ

ଆଜିକାଲି ସମାଜରେ ଯୁବକମାନେ କୁମାରୀ ଝିଅମାନଙ୍କ ଅପେକ୍ଷା ବିବାହିତ ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଏହାର ଅନେକ କାରଣ ରହିଛି । ଯଦି ଆପଣ ଏହାର କାରଣ ଜାଣିବାକୁ ଚାହୁଁଛନ୍ତି, ତେବେ ଆଗକୁ ପଢନ୍ତୁ..

୧-  କୁମାରୀ ଝିଅମାନଙ୍କ ଅପେକ୍ଷା ବିବାହିତ ମହିଳାମାନେ ଅଧିକ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଏହି କାରଣରୁ ପୁଅମାନେ ସେମାନଙ୍କ ପ୍ରତି ଅଧିକ ଆକର୍ଷଣ ହୋଇଥାନ୍ତି । ଏହି ମହିଳାମାନେ ପୁରୁଷମାନଙ୍କ ଚିନ୍ତାଧାରାକୁ ଭଲ ଭାବରେ ବୁଝିପାରନ୍ତି । ଏହି କାରଣରୁ ବିବାହିତ ମହିଳାମାନେ କୁମାରୀଝିଅମାନଙ୍କ ଅପେକ୍ଷା ଅଧିକ ଆତ୍ମବିଶ୍ୱାସୀ ଓ ସୁନ୍ଦର ହୋଇଥାନ୍ତି ।

୨-  ବିବାହ ପରେ ମହିଳାମାନଙ୍କ ହରମୋନ୍ ପରିବର୍ତ୍ତ ହୋଇଥାଏ, ଯେଉଁ କାରଣରୁ ସେମାନଙ୍କ ତ୍ୱଚାରେ ଅଧିକ ଚମକ ଆସିଥାଏ । ଏହା ବ୍ୟତିତ ବାହାଘର ପରେ ମହିଳାମାନେ ଅଧିକ ଖୁସି ରୁହନ୍ତି ଓ ସେମାନଙ୍କ ଚେହେରାରେ ଅଧିକ ଗ୍ଲୋ ଆସିଥାଏ ।

୩-  ମହିଳାମାନେ ବାହାଘର ପରେ ନିଜର ଅଧିକ ଯତ୍ନ ନେଇଥାନ୍ତି । ଘର ଓ ବାହାର କାମ ଠିକ୍ ଭାବରେ କରିବା ସହ ସେମାନଙ୍କର ସ୍ୱାଭବ ମଧ୍ୟ ସରଳ ହୋଇଥାଏ । ଏହା ବ୍ୟତିତ ସେ ସବୁକାମ ପରିଷ୍କାର ଭାବରେ କରିଥାନ୍ତି, ଯାହାଦ୍ୱାରା ସାମ୍ନାରେ ଥିବା ବ୍ୟକ୍ତି କୌଣସି ଭୁଲ ବାହାର ନକରିପାରିବ ।

Get real time updates directly on you device, subscribe now.