fbpx

ମହିଳା ବେଶରେ ଲୁଚିଲୁଚି ଓଡ଼ିଶା ଆସୁଛନ୍ତି! ଜଳପଥ ଦେଇ ମାଡ଼ି ଆସୁଛନ୍ତି ଶହଶହ ବାଂଲାଦେଶୀ

ପୁରୀ: (ଓଡ଼ିଶା ଭାସ୍କର) ବାଂଲାଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ହିଁସା କାଣ୍ଡ । ସେଥିପାଇଁ ଭାରତ ମୁଁହା ବାଂଲାଦେଶି । ସ୍ଥଳପଥ ଅପେକ୍ଷା ଜଳପଥରେ ଅଧିକ ଅନୁପ୍ରବେଶ କାରୀଙ୍କ ପ୍ରବେଶ ଆସଙ୍କା କରି ଓଡ଼ିଶା ମେରାଇନି ପୋଲିସ୍ ପକ୍ଷରୁ ପୁରୀ ଜିଲ୍ଲା ର ଅରଖକୁଦା ମେରାଇନି ଥାନର ଗୋଟିଏ ଟିମ୍ ସମୁଦ୍ର ଓ ଚିଲିକାର ପ୍ରବେଶ ପଥ ଶିପକୁଦା ମୁହାଣରେ ପଇଁତରା ମାରିବା ସହ ବିସ୍ତିର୍ଣ୍ଣ ଚିଲିକାରେ ଯାଞ୍ଚ ପ୍ରକ୍ରିୟା କଡାକଡି କରିଛି । ଚିନ୍ତା ବଢାଇଲେଣି ମହିଳା ବାଂଲାଦେଶୀ , କଡା ନଜର ରଖିବାକୁ ଛାଉଣୀ ହେଲେଣି ଲେଡି ପୋଲିସ । ବାଂଲାଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ହିଁସାକାଣ୍ଡ ।

ସେଥିପାଇଁ ଭାରତ ମୁଁହା ବାଂଲାଦେଶି । ସ୍ଥଳପଥ ଅପେକ୍ଷା ଜଳପଥରେ ଅଧିକ ଅନୁପ୍ରବେଶକାରୀଙ୍କ ପ୍ରବେଶ ଆସଙ୍କା କରି ଓଡିଶା ମେରାଇନ୍ ପୋଲିସ୍ ପକ୍ଷରୁ ପୁରୀ ଜିଲ୍ଲାର ଅରଖକୁଦା ମେରାଇନି ଥାନର ଗୋଟିଏ ଟିମ୍ ସମୁଦ୍ର ଓ ଚିଲିକାର ପ୍ରବେଶ ପଥ ଶିପକୁଦା ମୁହାଣରେ ପଇଁତରା ମାରିବା ସହ ବିସ୍ତିର୍ଣ୍ଣ ଚିଲିକାରେ ଯାଞ୍ଚ ପ୍ରକ୍ରିୟା କଡାକଡି କରିଛି । ସନ୍ଦେହରେ ଆସୁଥିବା ଲୋକଙ୍କୁ ପରିଚୟ ପତ୍ର ମାଗିବା ସହ ବିଭିନ୍ନ ଆବଶକୀୟ ତଥ୍ୟ ମଗାଜାଇଥିବା କହିଛନ୍ତି ଅରଖକୁଦା ମେରାଇନି ଥାନା ଭାରପ୍ରାପ୍ତ ଅଧିକାରୀଣି ସଶ୍ମିତା ବେହେରା । ଯଦି ସେଭଳି କେହି ସନ୍ଦିଗ୍ଧ ନଜରକୁ ଆସନ୍ତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.