fbpx

ଆସନ୍ତାକାଲି ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଜମା ଟଙ୍କା ଉଠାଣ ନିଷ୍ପତ୍ତି

ପୁରୀ, ୧୮ା୩(ଓଡ଼ିଶା ଭାସ୍କର): ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ୫୪୫କୋଟି ଜମା ହୋଇଥିଲା । ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଟଙ୍କା ଉଠିବାନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଆସନ୍ତାକାଲି ଏହି ଟଙ୍କା ଉଠାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ । ଆଜି ସନ୍ଧ୍ୟାରେ ୟେସ୍ ବ୍ୟାଙ୍କ ଉପରେ ଲାଗିଥିବା ମୋରାଟୋରିୟମ ପିରିୟଡ଼୍ ସରୁଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.