fbpx

ଦୟା ନଦୀକୁ ଡେଇଁ ପଡିଲେ ଯୁବକ

ଭୁବନେଶ୍ୱର୩ ।୯(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଆଜି ଜଣେ ଯୁବକ ଦୟା ନଦୀକୁ ଡେଇଁ ପଡିଛନ୍ତି । ଦୟା ବ୍ରିଜ ଉପରୁ ଯୁବକ ଜଣକ ହଠାତ୍ ଲମ୍ଫପ୍ରଦାନ କରିଥିଲେ । ଏନେଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଯୁବକ ଜଣକ କିଏ ଓ ସେ କାହିଁକି ନଦୀକୁ ଡେଇଁଛନ୍ତି, ତାହାର କାରଣ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.