fbpx

ପୁଣି ମଇଦାନକୁ ଓହ୍ଲାଇବେ ଯୁବରାଜ !

ନୂଆଦିଲ୍ଲୀ,୧୦/୯: ପୁଣି ଥରେ କ୍ରିକେଟ ପଡିଆକୁ ଫେରୁଛନ୍ତି ଚାମ୍ପିଅନ୍ ବା ଷ୍ଟାଇଲିସ ବ୍ୟାଟ୍ସ ମ୍ୟାନ ଯୁବରାଜ ସିଂହ । ସନ୍ୟାସରୁ ପ୍ରତ୍ୟାବର୍ତନ ପାଇଁ ବିସିସିଆଇ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଯୁବରାଜ ସିଂ। ସେ ପଂଜାବ ପାଇଁ ଖେଳିବାକୁ ମାଗିଲେ ଅନୁମତି ମାଗିଛନ୍ତି।ତେବେ ବିସିସିଆଇର ଉତରକୁ ଅପେକ୍ଷା । ଅନୁମତି ମିଳିଲେ ସେ ଟି-ଟ୍ୱେଂଟି ଖେଳିବେ ଏବଂ ପରେ ପରବର୍ତ୍ତି ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.