fbpx

ଧୱନଙ୍କ ଲଢୁଆ ଆର୍ଦ୍ଧଶତକ: ହାଇଦ୍ରାବାଦ ଆଗରେ ବିଜୟ ଲକ୍ଷ୍ୟ ୧୪୪

ହାଇଦ୍ରଇବାଦ: ପଞ୍ଜାବ କିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପଞ୍ଜାବ ଟସ୍ ହରାଇ ପ୍ରଥମେ ବ୍ୟାଟିଂ କରିବା ପରେ ୧୪୩/୯ ସ୍କୋର କରିଛି। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ପଞ୍ଜାବ। କିନ୍ତୁ ଦଳର ଅଧିନାୟକ ଶିଖର ଧାୱନ ଚମତ୍କାର ବ୍ୟାଟିଂ କରି ୯୯ ରନ୍ ସଂଗ୍ରହ କରିଥିଲେ।

ତେବେ ସେ ନିଜ ଶତକ ଠାରୁ ମାତ୍ର ଏକ ରନ୍ ଦୁରରେ ରହିଯାଇଥିଲେ। ଏବଂ ଏକ ଶତକ ହରାଇଥିଲେ। ଧାୱନଙ୍କ ବ୍ୟତୀତ ପୁରା ଦଳ ୩୮ ରନ୍ ସ୍କୋର କରିଥିଲେ ଏବଂ ଧାୱନ ଏକାକୀ ଠିଆ ହୋଇ ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

Get real time updates directly on you device, subscribe now.