fbpx

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୮ ମହିଳା ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସ୍ଥିତ ଭଞ୍ଜନଗର ବାଇବାଲି ପଞ୍ଚାୟତ ନିକଟରେ ସଡ଼କ ଦୁର୍ଘଟଣା । ଏକ ଅଟୋ ଭାରସାମ୍ୟ ହରାଇ ଓଲଟିଯିବା ଫଳରେ ୮ ଜଣ ମହିଳା ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାରେ ୪ ଗୁରୁତର ମହିଳାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.