fbpx

ପୋଖରୀରେ ବୁଡିଗଲେ ମାଟ୍ରିକ ପରୀକ୍ଷାର୍ଥୀ

ପାରଳାଖେମୁଣ୍ଡି,୨୨ ।୨(ଓଡିଶା ଭାସ୍କର): ପୋଖରୀରେ ବୁଡିଗଲେ ମାଟ୍ରିିକ ପରୀକ୍ଷାର୍ଥୀ । ପାରଳାଖେମୁଣ୍ଡି ଗୋବିନ୍ଦପୁର ଗାଁରେ ଆଜି ଘଟିଯାଇଛି ଏହି ଅଭାବନୀୟ ଘଟଣା । ପରୀକ୍ଷା ପୂର୍ବରୁ ଗାଧୋଇବାକୁ ପୋଖରୀକୁ ଯାଇଥିବା ବେଳେ ଛାତ୍ର ଜଣକ ପାଣିରେ ବୁଡିଯାଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଛାତ୍ରର ମୃତ ଦେହ ଉଦ୍ଧାର ହୋଇଛି ।

Get real time updates directly on you device, subscribe now.