fbpx
BJD SKY
BJD SKY

ରାଜ୍ୟରେ ଖୋଲିବ ୧୧ଟି ସାଇବର୍ ଓ ଅର୍ଥନୈତିକ ଅପରାଧ ଶାଖା

BJD

ଭୁବନେଶ୍ୱର: ଖୁବ୍ ଶୀଘ୍ର ରାଜ୍ୟରେ ଖୋଲିବ ୧୧ଟି ସାଇବର୍ ଓ ଅର୍ଥନୈତିକ ଅପରାଧିକ ଶାଖା । ରାଜ୍ୟରେ ମୋଟ୍ ସାଇବର ଥାନା ସଂଖ୍ୟା ୧୪କୁ ବୃଦ୍ଧି । ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରକୁ ମିଶି ହେଲା ୧୪ଟି ଥାନା । ନିୟୋଜିତ ହେବେ ୧୫୪ ପୁଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ।

ରାଜ୍ୟରେ ଦିନକୁ ଦିନ ସାଇବର ଠକେଇର ମାମଲା ବୃଦ୍ଧ ପାଉଥିବା ବେଳେ ରାଜ୍ୟ ପୋଲିସ ବିଭାଗ ଏହାକୁ ରୋକିବାପାଇଁ ପ୍ରୟାସ ଚଳାଇଛି । ସେପଟେ ସାଇବର ଠକେଇରୁ ସତର୍କ ରହିବାକୁ ପରାମର୍ଶ ଦେଇଛି କମିଶନରେଟ୍ ପୋଲିସ ।

Get real time updates directly on you device, subscribe now.