fbpx

୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା

Advertisement

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ୧୨ଜଣ ଅଗ୍ନିଶମ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ବାତ୍ୟା ଅମ୍ଫନ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଫେରିଥିଲେ କର୍ମଚାରୀ । ସରକାରଙ୍କ ପକ୍ଷରୁୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଉଛି ।ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।

ସେହିପରି ଓଡ୍ରାଫ ଓ ଏନଡ଼ିଆରଏଫର ୬୧ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ୬୧ ଆକ୍ରାନ୍ତ କୋଲକାତା ଫେରନ୍ତା ।

Get real time updates directly on you device, subscribe now.