fbpx

ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ

ସମ୍ବଲପୁର : ଆଜି ୧୨ ଘଣ୍ଟିଆ ବୁର୍ଲା ସହର ବନ୍ଦ । ଏହି ବନ୍ଦ ଡାକରା ଦେଇଛି ବୁର୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ବୁର୍ଲା ବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ଓ ମହାନଗରନିଗମ ପକ୍ଷରୁ ଚାଳିଥିବା ଜବର ଦଖଲ ଉଚ୍ଛେଦକୁ ପ୍ରତିବାଦ କରି ଏହି ବନ୍ଦ ଡାକରା ଦିଆଯାଇଛି । ଏହା ଯୋଗୁଁ ଆଜି ବୁର୍ଲା ସହରରେ ସବୁ ସ୍କୁଲ,କଲେଜ ଓ ବିଶ୍ୱ ବିଦ୍ୟାଳୟ ବନ୍ଦ ରହିଛି । ଏହା ଛଡା ଗାଡିଚଳାଚଳା ମଧ୍ୟ ବନ୍ଦ ରହିଛି । ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି ।

Get real time updates directly on you device, subscribe now.