fbpx

ପୁରୀରେ ୧୨୦ ପାକିସ୍ତାନୀ ଶ୍ରଦ୍ଧାଳୁ

ପୁରୀ,୪ ।୧(ଓଡିଶା ଭାସ୍କର): ଦିନକୁ ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏହାରି ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଆସି ପହଞ୍ଚିଛନ୍ତି ପାକିସ୍ତାନୀ ଶ୍ରଦ୍ଧାଳୁ । ଶ୍ରୀଜୀଉଙ୍କ ଦର୍ଶନ ପାଇଁ ୧୨୦ ଶ୍ରଦ୍ଧାଳୁ ଆଜି ପୁରୀରେ ପହଞ୍ଚିଛନ୍ତି । ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନା କରିବା ପାଇଁ ସେମାନେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହା ସହ ଭାରତ ଆସିବାକୁ ଅନୁମତି ଦେଇଥିବାରୁ ପାକିସ୍ତାନୀ ଶ୍ରଦ୍ଧାଳୁମାନେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Get real time updates directly on you device, subscribe now.