ଠାକୁରାଣୀଙ୍କ ପୂଜା ଭୋଗ ଖାଇ ୧୫୦ ଅସୁସ୍ଥ

COVID-19 Updates
  • World 144,256,488
    World
    Confirmed: 144,256,488
    Active: 18,473,352
    Recovered: 122,717,092
    Death: 3,066,044
  • USA 32,576,020
    USA
    Confirmed: 32,576,020
    Active: 6,847,185
    Recovered: 25,145,860
    Death: 582,975
  • India 15,924,732
    India
    Confirmed: 15,924,732
    Active: 2,290,689
    Recovered: 13,449,371
    Death: 184,672
  • Brazil 14,050,885
    Brazil
    Confirmed: 14,050,885
    Active: 1,110,666
    Recovered: 12,561,689
    Death: 378,530
  • Russia 4,727,125
    Russia
    Confirmed: 4,727,125
    Active: 267,546
    Recovered: 4,352,873
    Death: 106,706
  • Turkey 4,446,591
    Turkey
    Confirmed: 4,446,591
    Active: 565,274
    Recovered: 3,844,342
    Death: 36,975
  • UK 4,395,703
    UK
    Confirmed: 4,395,703
    Active: 101,642
    Recovered: 4,166,734
    Death: 127,327
  • Italy 3,904,899
    Italy
    Confirmed: 3,904,899
    Active: 475,635
    Recovered: 3,311,267
    Death: 117,997
  • Germany 3,208,672
    Germany
    Confirmed: 3,208,672
    Active: 303,190
    Recovered: 2,824,100
    Death: 81,382
  • Pakistan 772,381
    Pakistan
    Confirmed: 772,381
    Active: 83,162
    Recovered: 672,619
    Death: 16,600
  • China 90,541
    China
    Confirmed: 90,541
    Active: 305
    Recovered: 85,600
    Death: 4,636

ବାଲେଶ୍ୱର, ୬ା୩ (ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ ଗିଲାଯୋଡ଼ି ଗାଁରେ ଏକ ଅଘଟଣ ଘଟିଛି । ଗ୍ରାମର ଜେନାସାହିରେ ପୂଜା ଭୋଗ ଖାଇ ୧୫୦ ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ବାଲେଶ୍ୱର, ପାଉଁଶକୁଲି ଓ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଜେନାସାହିରେ ମା’ ଭଗବତୀ ଠାକୁରାଣୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ମା’ଙ୍କ ପ୍ରସାଦ ସେବନ କରିବାର ୩-୪ ଘଣ୍ଟା ପରେ ଅଧିକାଂଶ ଝାଡ଼ବାନ୍ତିର ଶିକାର ହୋଇଥିଲେ । ଅସୁସ୍ଥଙ୍କ ମଧ୍ୟରୁ ୭୦ ଜଣ ଛୋଟ ପିଲା ଅସୁସ୍ଥ ଥିବା ଜଣାପଡ଼ିଛି । ଅସୁସ୍ଥଙ୍କୁ ୧୦ଟି ଆମ୍ବୁଲାନ୍ସରେ ମେଡିକାଲକୁ ପଠାଯାଇଥିଲା । ଫୁଡ୍ ପଏଜନିଂ କାରଣରୁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed.