-
World 144,259,844
WorldConfirmed: 144,259,844Active: 18,476,315Recovered: 122,717,459Death: 3,066,070 -
USA 32,576,020
USAConfirmed: 32,576,020Active: 6,847,185Recovered: 25,145,860Death: 582,975 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ନୂଆଦିଲ୍ଲୀ, ୬ା୩: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଜଣେ ୭୪ ବର୍ଷିୟା ମହିଳା ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଅଧିକ ବୟସରେ ମହିଳା ଜଣକ ଛୁଆଙ୍କୁ ଜନ୍ମ ଦେଇ ବିଶ୍ୱ ରେକର୍ଡରେ ନିଜର ନାମକୁ ସାମିଲ କରିଛନ୍ତି । ମହିଳାଙ୍କର ଗର୍ଭଧାରଣ ପାଇଁ ୪ ଜଣ ଡାକ୍ତର ଅପରେସନରେ ସାମିଲ ଥିଲେ । ନେଲଲାପତିପୋଡ଼ୁ ଅଞ୍ଚଳରେ ରହୁଥିବା ଏହି ମହିଳା ବିବାହର ୫୭ ବର୍ଷ ପର୍ଯ୍ୟନ୍ତ ସନ୍ତାନହୀନ ଥିଲେ । ସନ୍ତାନଙ୍କୁ ପାଇବା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ହରିୟାଣାର ଜଣେ ମହିଳା ୭୦ ବର୍ଷ ବୟସରେ ମାତୃତ୍ୱର ଅଧିକାରିଣୀ ହୋଇଥିଲେ ।
Comments are closed.