ଯମଜ ସନ୍ତାନଙ୍କୁ ଜନ୍ମ ଦେଲେ ୭୪ ବର୍ଷିୟା ମହିଳା

COVID-19 Updates
  • World 144,259,844
    World
    Confirmed: 144,259,844
    Active: 18,476,315
    Recovered: 122,717,459
    Death: 3,066,070
  • USA 32,576,020
    USA
    Confirmed: 32,576,020
    Active: 6,847,185
    Recovered: 25,145,860
    Death: 582,975
  • India 15,924,732
    India
    Confirmed: 15,924,732
    Active: 2,290,689
    Recovered: 13,449,371
    Death: 184,672
  • Brazil 14,050,885
    Brazil
    Confirmed: 14,050,885
    Active: 1,110,666
    Recovered: 12,561,689
    Death: 378,530
  • Russia 4,727,125
    Russia
    Confirmed: 4,727,125
    Active: 267,546
    Recovered: 4,352,873
    Death: 106,706
  • Turkey 4,446,591
    Turkey
    Confirmed: 4,446,591
    Active: 565,274
    Recovered: 3,844,342
    Death: 36,975
  • UK 4,395,703
    UK
    Confirmed: 4,395,703
    Active: 101,642
    Recovered: 4,166,734
    Death: 127,327
  • Italy 3,904,899
    Italy
    Confirmed: 3,904,899
    Active: 475,635
    Recovered: 3,311,267
    Death: 117,997
  • Germany 3,208,672
    Germany
    Confirmed: 3,208,672
    Active: 303,190
    Recovered: 2,824,100
    Death: 81,382
  • Pakistan 772,381
    Pakistan
    Confirmed: 772,381
    Active: 83,162
    Recovered: 672,619
    Death: 16,600
  • China 90,541
    China
    Confirmed: 90,541
    Active: 305
    Recovered: 85,600
    Death: 4,636

ନୂଆଦିଲ୍ଲୀ, ୬ା୩: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଜଣେ ୭୪ ବର୍ଷିୟା ମହିଳା ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଅଧିକ ବୟସରେ ମହିଳା ଜଣକ ଛୁଆଙ୍କୁ ଜନ୍ମ ଦେଇ ବିଶ୍ୱ ରେକର୍ଡରେ ନିଜର ନାମକୁ ସାମିଲ କରିଛନ୍ତି । ମହିଳାଙ୍କର ଗର୍ଭଧାରଣ ପାଇଁ ୪ ଜଣ ଡାକ୍ତର ଅପରେସନରେ ସାମିଲ ଥିଲେ । ନେଲଲାପତିପୋଡ଼ୁ ଅଞ୍ଚଳରେ ରହୁଥିବା ଏହି ମହିଳା ବିବାହର ୫୭ ବର୍ଷ ପର୍ଯ୍ୟନ୍ତ ସନ୍ତାନହୀନ ଥିଲେ । ସନ୍ତାନଙ୍କୁ ପାଇବା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ହରିୟାଣାର ଜଣେ ମହିଳା ୭୦ ବର୍ଷ ବୟସରେ ମାତୃତ୍ୱର ଅଧିକାରିଣୀ ହୋଇଥିଲେ ।

Get real time updates directly on you device, subscribe now.

Comments are closed.