fbpx
BSKY
BJD MC SKY
BJD YOUTH SKY

ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କୋରୋନା

ଭୁବନେଶ୍ୱର,୧୪/୧୧(ଓଡିଶା ଭାସ୍କର): ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କୋରୋନା,। କୋରୋନାରେ ସୁନ୍ଦରଗଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଖୋର୍ଦ୍ଧାରେ ୪ ଓ ମୟୂରଭଞ୍ଜରେ ୨ ଜଣଙ୍କ ମୃତ୍ୟୁ ହୋଇଛି ସେହିପରି  ବାଲେଶ୍ବର, ଜଗତସିଂହପୁର, କନ୍ଧମାଳ ଓ ପୁରୀରେ ଜଣେ ଲେଖାଏଁ  ଲୋକଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୧୫୧୦କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.