-
World 95,356,406
WorldConfirmed: 95,356,406Active: 25,257,018Recovered: 68,062,005Death: 2,037,383 -
USA 24,441,490
USAConfirmed: 24,441,490Active: 9,627,214Recovered: 14,407,486Death: 406,790 -
India 10,572,672
IndiaConfirmed: 10,572,672Active: 209,519Recovered: 10,210,697Death: 152,456 -
Brazil 8,460,244
BrazilConfirmed: 8,460,244Active: 861,951Recovered: 7,388,784Death: 209,509 -
Russia 3,568,209
RussiaConfirmed: 3,568,209Active: 542,212Recovered: 2,960,431Death: 65,566 -
UK 3,395,959
UKConfirmed: 3,395,959Active: 1,771,962Recovered: 1,534,736Death: 89,261 -
Turkey 2,387,101
TurkeyConfirmed: 2,387,101Active: 100,240Recovered: 2,262,864Death: 23,997 -
Italy 2,381,277
ItalyConfirmed: 2,381,277Active: 553,374Recovered: 1,745,726Death: 82,177 -
Germany 2,050,099
GermanyConfirmed: 2,050,099Active: 330,659Recovered: 1,672,000Death: 47,440 -
Pakistan 519,291
PakistanConfirmed: 519,291Active: 34,701Recovered: 473,639Death: 10,951 -
China 88,227
ChinaConfirmed: 88,227Active: 1,205Recovered: 82,387Death: 4,635
ଭୁବନେଶ୍ୱର,୨୦ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ସୁନ୍ଦରଗଡ଼ରୁ ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି କଟକରୁ ୩ ଜଣ, ଗଞ୍ଜାମ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ବରଗଡ଼, ଜଗତସିଂହପୁର, ଝାରସୁଗୁଡା, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
Comments are closed.