ରାଜ୍ୟରେ କମୁନି ମୃତ୍ୟୁ ସଂଖ୍ୟା, ଆଜି ପୁଣି ୧୬ ଜୀବନ ନେଲା କରୋନା

COVID-19 Updates
  • World 95,356,406
    World
    Confirmed: 95,356,406
    Active: 25,257,018
    Recovered: 68,062,005
    Death: 2,037,383
  • USA 24,441,490
    USA
    Confirmed: 24,441,490
    Active: 9,627,214
    Recovered: 14,407,486
    Death: 406,790
  • India 10,572,672
    India
    Confirmed: 10,572,672
    Active: 209,519
    Recovered: 10,210,697
    Death: 152,456
  • Brazil 8,460,244
    Brazil
    Confirmed: 8,460,244
    Active: 861,951
    Recovered: 7,388,784
    Death: 209,509
  • Russia 3,568,209
    Russia
    Confirmed: 3,568,209
    Active: 542,212
    Recovered: 2,960,431
    Death: 65,566
  • UK 3,395,959
    UK
    Confirmed: 3,395,959
    Active: 1,771,962
    Recovered: 1,534,736
    Death: 89,261
  • Turkey 2,387,101
    Turkey
    Confirmed: 2,387,101
    Active: 100,240
    Recovered: 2,262,864
    Death: 23,997
  • Italy 2,381,277
    Italy
    Confirmed: 2,381,277
    Active: 553,374
    Recovered: 1,745,726
    Death: 82,177
  • Germany 2,050,099
    Germany
    Confirmed: 2,050,099
    Active: 330,659
    Recovered: 1,672,000
    Death: 47,440
  • Pakistan 519,291
    Pakistan
    Confirmed: 519,291
    Active: 34,701
    Recovered: 473,639
    Death: 10,951
  • China 88,227
    China
    Confirmed: 88,227
    Active: 1,205
    Recovered: 82,387
    Death: 4,635

ଭୁବନେଶ୍ୱର,୨୦ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ସୁନ୍ଦରଗଡ଼ରୁ ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି କଟକରୁ ୩ ଜଣ, ଗଞ୍ଜାମ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ବରଗଡ଼, ଜଗତସିଂହପୁର, ଝାରସୁଗୁଡା, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Get real time updates directly on you device, subscribe now.

Comments are closed.