fbpx

୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୪/୮(ଓଡିଶା ଭାସ୍କର): ନକ୍ସଲମାନଙ୍କ ସହିଦ୍ ସପ୍ତାହ ପାଳନ ହେବାର ସପ୍ତାହେ ନ ପୁରୁଣୁ ୧୬ଜଣ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏଭଳି ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଦେଖିବାକୁ ମିଳିଛି।

Get real time updates directly on you device, subscribe now.