fbpx
BSKY SKY
BSKY SKY

ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି

BSKY

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଛି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଆଜି ଗୃହରେ କହିଛନ୍ତି ଯେ, ୨୫୬୨ ହାଇସ୍କୁଲ ଓ ୧୦୦ ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନାଗାର ଅଛି । ମୋ ସ୍କୁଲ ଯୋଜନାରେ ୪୨୯ଟି ବିଜ୍ଞାନାଗାର ନିର୍ମାଣ ପାଇଁ ଯୋଜନା ରହିଛି । ପୋଷ୍ୟ ସ୍କୁଲ ଜରିଆରେ ୧୦୦ ଓ ସିଏସଆର ପାଣ୍ଠିରେ ୮୧୯ଟି ବିଜ୍ଞାନାଗାର ହେବ । ୧୦୦ଟି ଉତ୍କର୍ଷ ବିଦ୍ୟାଳୟରେ ବିଜ୍ଞାନାଗାର ପ୍ରତିଷ୍ଠା କରାଯାଉଛି ବୋଲି ସମୀର ରଞ୍ଜନ ଦାଶ କହିଛନ୍ତି ।

Get real time updates directly on you device, subscribe now.