fbpx
BSKY
BJD MC SKY
BJD MS SKY

ଓଡ଼ିଶାକୁ ୧୮୦କୋଟିର କେନ୍ଦ୍ରୀୟ ସହାୟତା

ଭୁବନେଶ୍ୱର, ୨୭ା୩(ଓଡ଼ିଶା ଭାସ୍କର): ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ରାଜ୍ୟ । ଏନେଇଏନଡ଼ିଆରଏଫ୍ ଅଧୀନରେ ଓଡ଼ିଶାକୁ ୧୭୯.୬୪ କୋଟିର କେନ୍ଦ୍ରୀୟ ସହାୟତା ମିଳିଥିବା ସୂଚନା ମିଳିଛି । ୨୦୧୮-୧୯ ପାଇଁ ବିପର୍ଯ୍ୟୟ ମୁକାବିଲା ବାବଦକୁ ଏହି ଅତିରିକ୍ତ ରାଶି ମିଳିଛି । ଓଡ଼ିଶା ସମେତ ୮ଟି ରାଜ୍ୟ ପାଇଁ ୫,୭୫୧ କୋଟିର ସହାୟତା ରାଶି ମଞ୍ଜୁର ହୋଇଛି ।

Get real time updates directly on you device, subscribe now.