fbpx
BJD
BJD SKY
BJD SKY

ନିଯୁକ୍ତି ପାଇବେ ୧୮୫ ଡ୍ରାଇଭର: ମଞ୍ଜୁରୀ ଦେଲେ ପୋଲିସ ଡିଜି

BJD

ପୋଲିସ୍ ମୋଟର ଟ୍ରାନ୍ସପୋର୍ଟରେ ନିଯୁକ୍ତି ପାଇବେ ୧୮୫ ଡ୍ରାଇଭର । ଡ୍ରାଇଭରଙ୍କୁ ନିଯୁକ୍ତି ନେଇ ମଞ୍ଜୁରୀ ଦେଲେ ପୋଲିସ୍ ଡିଜି । ଆଇଜି ପ୍ରୋଭିଜନିଂ ଯତିନ୍ଦ୍ର କୋୟଲଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଚୟନ । ଶାରୀରିକ ଓ ଡ୍ରାଇଭିଂ ଟେଷ୍ଟିଂ ସହ ଲିଖିତ ପରୀକ୍ଷା ମଧ୍ୟ କରାଯାଇଥିଲା । ଏହାପରେ ଚୟନ କରାଯାଇଥିବା ୧୮୫ ଡ୍ରାଇଭରଙ୍କୁ ନିଯୁକ୍ତି ନେଇ ମଞ୍ଜୁରୀ ଦେଇଛନ୍ତି ଡିଜି ।

Get real time updates directly on you device, subscribe now.