fbpx
BSKY SKY
BSKY SKY

କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧ମିନିଟ ନୀରବ ପ୍ରାର୍ଥନା, ଦେଖନ୍ତୁ ଭିଡ଼ିଓ

BSKY

ଭୁବନେଶ୍ୱର, ୫ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କରୋନା ଲଢ଼େଇରେ ସାମିଲ ହୋଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ୧ମିନିଟ ନୀରବ ପ୍ରାର୍ଥନା କରିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିିଥିଲେ । ତେଣୁ ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ସାରା ଓଡ଼ିଶାରେ ୧ମିନିଟ ପାଇଁ ନୀରବ ପ୍ରାର୍ଥନା କରିଛନ୍ତି ରାଜ୍ୟବାସୀ । ନୀରବ ପ୍ରାର୍ଥନା ପରେ କୋଭିଡ଼ ଯୋଦ୍ଧାଙ୍କ ସମ୍ମାନ ଓ କରେନାର ଦାୟିତ୍ୱପୂର୍ଣ୍ଣ ମୁକାବିଲା ପାଇଁ ଟିଭି ଓ ସୋସିଆଲ ମିଡ଼ିଆରେ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଟ୍ୱିନି ସିଟିରେ ୨ମିନିଟ ଟ୍ରାଫିକ ବନ୍ଦ ରହିଥିଲା ।

Get real time updates directly on you device, subscribe now.