fbpx

କେନ୍ଦ୍ରାପଡାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

କେନ୍ଦ୍ରାପଡା,୬ ।୪(ଓଡିଶା ଭାସ୍କର): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । କେନ୍ଦ୍ରାପଡାର ୩୨ ବର୍ଷୀୟ ବୟସ ଯୁବକଙ୍କ ନମୁନାରେ କରୋନା ପଜିଟିଭ୍ ଆସିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ତେବେ ଆକ୍ରାନ୍ତ ଯୁବକ ଜଣକ ୨୪ ମାର୍ଚ୍ଚରେ ଦୁବାଇରୁ ଫେରିଥିବା ସୂଚନା ରହିଛି ।

Get real time updates directly on you device, subscribe now.