fbpx

କୋରାପୁଟରେ ୨ଆନ୍ଥ୍ରାକ୍ସ୍ ରୋଗୀ ଚିହ୍ନଟ, କୋରାପୁଟ ସିଡିଏମଓ ଅଫିସରୁ ସୂଚନା

Advertisement

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ପଡେଇଗୁଡା ଗାଁରେ ବଢି ଚାଲିଛି ଆନ୍ଥ୍ରାକ୍ସ ରୋଗ । ଏନେଇ କୋରାପୁଟର ପଡେଇଗୁଡା ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ଆକ୍ରାନ୍ତ ଥିବା ରୋଗୀମାନଙ୍କୁ ଚିହ୍ନଟ କରାଯାଇଛି । ସେହି ପୋଡେଇଗୁଡା ଗାଁରେ ୬ ଜଣଙ୍କର ନମୂନା ନିଆଯାଇଥିବା ବେଳେ ୨ ଜଣ ଆନ୍ଥ୍ରାକ୍ସ ରୋଗ ହୋଇଥିବାର ସୂଚନା ମିଳିଛି । ଚିହ୍ନଟ ହୋଇଥିବା ୨ ରୋଗୀଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କୋରାପୁଟ ଜିଲ୍ଲାର ସିଡିଏମଓଙ୍କ ଅଫିସ ତରଫରୁ ସୂଚନା ଜାରି କରାଯାଇଛି ।

 

 

Get real time updates directly on you device, subscribe now.