fbpx

ଜାପାନରୁ ଆସିଲା ୨ ଓଡିଆଙ୍କ ମୃତଦେହ

Advertisement

ଭୁବନେଶ୍ୱର,୯ ।୨(ଓଡିଶା ଭାସ୍କର): ଜାପାନରେ ୨ ଓଡିଆ ରୋଷେୟାଙ୍କ ମୃତ୍ୟୁ ଘଟଣାରେ କୋଲକାତା ବିମାନ ବନ୍ଦରରେ ପହଞ୍ଚିଲା ଉଭୟଙ୍କ ମୃତଦେହ । ‘ଓଡିଶା-ମୋ ପରିବାର’ ପକ୍ଷରୁ ଉଭୟଙ୍କ ମୃତଦେହ ଗାଁକୁ ପଠାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତ ଦେଇଛନ୍ତି ଅରୂପ ପଟ୍ଟାନୟକ । ତେବେ ଦୁଇ ମୃତକ ହେଉଛନ୍ତି ବଲେଶ୍ୱରର ଶେଖ୍ ମନ୍ତାଜ୍ ଓ ଯାଜପୁରର ଶେଖ ବାହାରୁଦ୍ଦିନ୍ । ଗ୍ୟାସ୍ ଲିକ୍ ଯୋଗୁଁ ଜାପାନରେ ୨ ଓଡିଶା ରୋଷେୟା ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.