fbpx

ପିକ୍‌ଅପ ଭ୍ୟାନ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଜଗତସିଂହପୁର , ୧୫/୮(ଓଡ଼ିଶା ଭାସ୍କର) ଜଗତସିଂହପୁର ବାଲିକୁଦା ଥାନା ନାରଦିଆ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ପିକ୍‌ଅପ ଭ୍ୟାନ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ଏନେଇ ପିକ୍‌ଅପ ଭ୍ୟାନ ଜବତ କରିବା ସହ ଥାନାରେ ଡ୍ରାଇଭରକୁ ଅଟକ ରଖିଛି ପୋଲିସ। ଏହାସହ ଘଟଣାର ତଦନ୍ତ ଜାରି ରହିଛି।

Get real time updates directly on you device, subscribe now.