ପିକ୍‌ଅପ ଭ୍ୟାନ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

0 371

ଜଗତସିଂହପୁର , ୧୫/୮(ଓଡ଼ିଶା ଭାସ୍କର) ଜଗତସିଂହପୁର ବାଲିକୁଦା ଥାନା ନାରଦିଆ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ପିକ୍‌ଅପ ଭ୍ୟାନ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ଏନେଇ ପିକ୍‌ଅପ ଭ୍ୟାନ ଜବତ କରିବା ସହ ଥାନାରେ ଡ୍ରାଇଭରକୁ ଅଟକ ରଖିଛି ପୋଲିସ। ଏହାସହ ଘଟଣାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.