fbpx

୨ ଛାତ୍ରଙ୍କ ସଲୀଳସମାଧି

ଜଗତସିଂହପୁର,୧୫/୮(ଓଡିଶା ଭାସ୍କର): ରାଜ୍ୟର ସବୁଆଡେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ଜଗତସିଂହପୁରରୁ ଆସିଛି ଏକ ଦୁଃଖଦ ଘଟଣା। ଟ୍ୟୁସନରୁ ଫେରୁଥିବା ବେଳେ ପୋଖରୀରେ ବୁଡ଼ି ୨ ଛାତ୍ରଙ୍କର ମୃତ୍ୟୁ ଘଟିଛି।ଏହି ଅଘଟଣ ଜଗତସିଂହପୁର ତିର୍ତ୍ତୋଲ ଥାନା ତୁଳଙ୍ଗ ଗାଁରେ ଘଟିଯାଇଛି। ମୃତକ ୨ ଛାତ୍ର ମଧ୍ୟରୁ ଜଣେ ନବମ ଶ୍ରେଣୀର ଆୟୁଷ ବିଶ୍ବାଳ ଥିବାବେଳେ ଆଉ ଜଣେ ଦଶମ ଶ୍ରେଣୀର ପ୍ରତ୍ୟୁଷ ବିଶ୍ବାଳ ମୃତ ବୋଲି ଜଣାପଡିଛି।

Get real time updates directly on you device, subscribe now.