fbpx

ଆରଜିଏଚର ୨ ଡାକ୍ତରଙ୍କୁ କରୋନା

ରାଉରକେଲା,୭ ।୬(ଓଡିଶା ଭାସ୍କର): ସୁନ୍ଦରଗଡ ଜିଲ୍ଲାରେ ଆଜି ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ୨ ଥିବା ଜଣାପଡିଛି । ଏହାରି ମଧ୍ୟରେ ରାଜଉରକେଲା ସରକାରୀ ଡାକ୍ତରଖାନା ବା ଆରଜିଏଚର ୨ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ରାଉରକେଲା ସ୍ୱତନ୍ତ୍ର ଜେଲରେ ସଙ୍ଗରୋଧରେ ଥିବା ୬ ଜଣ କଏଦୀ ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.