fbpx

ସ୍କୁଲର ପାଚିକା ଓ ସହାୟିକାଙ୍କୁ ୨ ମାସର ଦରମା

ଭୁବନେଶ୍ୱର,୮ ।୧୦(ଓଡିଶା ଭାସ୍କର): ସ୍କୁଲରେ କାର୍ଯ୍ୟରତ ପାଚିକା ଓ ସହାୟିକାଙ୍କ ପାଇଁ ଆସିଛି ଖୁସି ଖବର । ଖୁବଶୀଘ୍ର ସେମାନଙ୍କୁ ଜୁଲାଇ ଓ ଅଗଷ୍ଟ ମଙ୍କସର ପାରିଶ୍ରମିକ ମିଳିବ । ଏଥିପାଇଁ ୩୧.୮୨ କୋଟି ଟଙ୍କା ମଞ୍ଜୁର କରିଛି ଗଣଶିକ୍ଷା ବିଭାଗ ।

Get real time updates directly on you device, subscribe now.