fbpx

ହୀରାକୁଦର ଖୋଲିଲା ଆଉ ଦୁଇଟି ଗେଟ

ସମ୍ବଲପୁର,୨୭/୮(ଓଡିଶା ଭାସ୍କର) : ହୀରାକୁଦ ଡ୍ୟାମର ଆଉ ଦୁଇଟି ଗେଟ ଆଜି ଖୋଲାଯାଇଛି । ଏବେ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳସ୍ତର ରହିଛି ୬୨୦ ଫୁଟ ରହିଛି । ଡ୍ୟାମକୁ ୩ଲକ୍ଷ ୬୩ହଜାର ୪୭୧ କ୍ୟୁସେକ ଜଳ ପ୍ରବେଶ କରୁଛି ।

Get real time updates directly on you device, subscribe now.