fbpx

ଜାଲରେ ପଡ଼ିଲା ୨ କ୍ୱିଣ୍ଟାଲର ବିରଳ କାଉ ମାଛ

ଜଗତସିଂହପୁର,୨୧ ।୧(ଓଡିଶା ଭାସ୍କର): ଜଗତସିଂହପୁର ପାରାଦୀପରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିରଳ ପ୍ରଜାତିର ମାଛ ପଡ଼ିଛି। ମାଛଟିର ମୁହଁ କାଉ ପରି ହୋଇଥିବା ବେବେ ଏହା ୨ କ୍ୱିଣ୍ଟାଲ ଓଜନର ହେବ ବୋଲି ଜଣାପଡ଼ିଛି । ମାଛଟିର ଦାମ ଅଧିକ ହୋଇନଥିଲେ ମଧ୍ୟ ଏହି ବିରଳ ମାଛଟିକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି ।

Get real time updates directly on you device, subscribe now.