fbpx

ଅଯୋଧ୍ୟା ମାମଲାରେ କ୍ୟୁରେଟିଭ ପିଟିସନ ଦାଖଲ

ନୂଆଦିଲ୍ଲୀ, ୨୧ା୧: ଅଯୋଧ୍ୟା ରାମ ଜନ୍ମଭୂମି ମାମଲାରେ କ୍ୟୁରେଟିଭ ପିଟିସନ ଆଜି ଦାଖଲ ହୋଇଥିବା ସୂଚନା ମିଳିଛି । ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ପିସ୍ ପାର୍ଟି । କୋର୍ଟଙ୍କ ରାୟ ଯୋଗ୍ୟତା ନୁହେଁ ବରଂ ଆସ୍ଥା ଆଧାରିତ ହୋଇଥିବା ଅଭିଯୋଗ ହୋଇଛି । ପୁନର୍ବିଚାର ଆବେଦନ ଖାରଜ ପରେ ଏହା ପ୍ରଥମ କ୍ୟୁରେଟିଭ ପିଟିସନ ।

Get real time updates directly on you device, subscribe now.