fbpx

ଲାଲଚୌକରେ ଆତଙ୍କୀ ଆକ୍ରମଣ, ୨ ଯବାନ ଗୁରୁତର

ଶ୍ରୀନଗର,୨ ।୨: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ସୁରକ୍ଷାବଳଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଲାଲଚୌକ ନିକଟରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୨ ଯବାନଙ୍କ ସମେତ ଜଣେ ସାଧାରଣ ନାଗରିକ ଗୁରୁତର ଆହତ ହୋଇଛନ୍ତି । ତେବେ ଶ୍ରୀନଗରର ଲାଲଚୌକରେ କଡା ସୁରକ୍ଷା ଥିବା ସତ୍ତେ୍ୱ ସେଠାରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କି ।

Get real time updates directly on you device, subscribe now.