fbpx

ନ୍ୟୁଜିଲାଣ୍ଡ ଆଗରେ ୧୬୪ ଟାଗେର୍ଟ

ମାଉଣ୍ଟମଙ୍ଗନୁଇ,୨ ।୨: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପଞ୍ଚମ ବା ଅନ୍ତିମ ଟି-୨୦ ମ୍ୟାଚ୍ ମାଉଣ୍ଟମଙ୍ଗନୁଇରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୨୦ ଓଭରରେ ୩ ୱିକେଟ ହରାଇ ୧୬୩ ରନ୍ କରିଛି । ନ୍ୟୁଜିଲାଣ୍ଡକୁ ୧୬୪ ରନର ବିଜୟ ଲକ୍ଷ୍ୟ ଦେଇଛି ଭାରତ । ରୋହିତ ଶର୍ମା ୪୧ଟି ବଲରେ ୬୦ ରନ୍ କରିଥିବା ବେଳେ କେଏଲ ରାହୁଲ ୩୩ଟି ବଲରେ ୪୫ ରନ୍ କରିଛନ୍ତି ।

Get real time updates directly on you device, subscribe now.