fbpx

୨୦ଟି ଖଣିର ଟେଣ୍ଡର ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୩ା୧୨(ଓଡ଼ିଶା ଭାସ୍କର): ଆଜି ୨୦ଟି ଖଣିର ଟେଣ୍ଡର ବାତିଲ କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବରରେ ଆରମ୍ଭ ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ବାତିଲ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ୨୦୨୦ ମାର୍ଚ୍ଚ ୩୧ସୁଦ୍ଧା ଖଣି ନିଲାମ ଅବଧି ଶେଷ ହେଉଥିଲା । ଆସନ୍ତା ୬ରୁ ସାନି ନିଲାମ ପ୍ରକ୍ରିୟା ଆରମ୍ଭ କରିବାକୁ ବିଜ୍ଞକ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.