fbpx

ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୧୦ଆହତ

କଟକ,୩ା୧୨(ଓଡ଼ିଶା ଭାସ୍କର): ପାରାଦ୍ୱୀପ-ଚଣ୍ଡୀଖୋଲ ରାଜରାସ୍ତାର ତାରିଣୀ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ବସ୍ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ସେହି ଦୁର୍ଘଟଣାରେ ୧୦ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତକଙ୍କୁ କେନ୍ଦ୍ରାପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କଟକରୁ ପାରାଦୀପ ଯାଉଥିଲା ଶ୍ରୀୟା ବସ୍ । ପାରାଦୀପ ଯିବା ସମୟରେ ଏହିପରି ଅଘଟଣ ଘଟିଛି ।

Get real time updates directly on you device, subscribe now.