fbpx

ରାଜ୍ୟରେ ଆଉ ୨୦ କୋରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ର ୧୭ ଓ ମୟୁରଭଞ୍ଜରେ ୩ ଆକ୍ରାନ୍ତ

ଭୁବନେଶ୍ୱର :୭ ।୫(ଓଡିଶା ଭାସ୍କର):ରାଜ୍ୟରେ ଆଜି ଆଉ ୨୦ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଆକ୍ରାନ୍ତଙ୍କ ସଂଖ୍ୟା ୨0୫ରେ ପଂହଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ ଗଂଜାମର ହୋଇଥିବା ବେଳେ ୩ ଜଣ ମୟୁରଭଂଜର । ଏହା ସହ ମୟୁରଭଂଜରେ ପ୍ରଥମଥର କରି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.