ଲକଡାଉନରେ ମାଲଗାଡିରେ ପ୍ରେମୀଯୁଗଳଙ୍କ ରୋମାନ୍ସ

0 10,349

ଭୁବନେଶ୍ୱର :୭ ।୫(ଓଡିଶା ଭାସ୍କର):ଲକ ଡାଉନ ପାଇଁ ଦେଶ ସାରା ଅଙ୍କୁଶ । ପାର୍କ ,ସିନେମାହଲ ,ମଲ ବନ୍ଦ । ଗାଡି ଚଳାଚଳ ଉପରେ ବି ଲଗାଯାଇଛି ଅଙ୍କୁଶ । ଏଭଳି ସ୍ଥତିରେ ରେମାନ୍ସ କରିବା୍କୁ ଭଲ ବୁଦ୍ଧି ଯୁଟାଇଲେ ପ୍ରେମୀଯୁଗଳ ।ଉତ୍ତର ପ୍ରଦେଶର ଆଗ୍ରାରୁ ମହାରାଷ୍ଟ୍ର ଯାଉଥିବା ଏକ ମାଲଗାଡିରେ ଉଠିଗଲେ । ଦେଖିବାକୁ ବା ରୋକିବାକୁ କେହିନାହିଁ । ତ ଖୁଲମଖୁଲା ଆରମ୍ଭ ହୋଇଗଲା ରୋମାନ୍ସ । କିନ୍ତୁ ମଜା ବେଶୀ ସମୟ ରହିଲା ନାହିଁ । ଏକ ଲେବଲ କ୍ରସିଂରେ ଡ୍ୟୁଟି କରୁଥିବା ଗେଟମ୍ୟାନ ଆଖିରେ ପଡିଲା ଏମାନଙ୍କ ରୋମାନ୍ସ । କାଳ ବିଳମ୍ବ ନକରି କଣ୍ଟୋଲରୁମ କୁ ଖବର ଦେଲେ । ଆକ୍ସମୋଡକୁ ଆସିଲା ରେଳବାଇ ପୋଲିସ । ମାଲଗାଡି ଅଟକାଯାଇ ପ୍ରେମୀ ଯୁଗଳଙ୍କୁ ଟ୍ରେନରରୁ ଓହ୍ଲାଇଦିଆଗଲ । ପଚାରାଉଚୁରାରୁ ଜଣା ପଡିଲା ଉଭୟ ପରସ୍ପରକୁ ଭଲ ପାଆନ୍ତି ଓ ଘର ଲୋକ ରଙ୍କକ୍ସକ୍ଟ ନହେବାରୁ ଘରୁ ଫେରାର ହୋଇଛନ୍ତି । ଏବେ ପୁଲିସ ସେମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କ ଜିମା ଦେଇଛି ।

Leave A Reply

Your email address will not be published.