-
World 141,334,774
WorldConfirmed: 141,334,774Active: 18,245,281Recovered: 120,065,176Death: 3,024,317 -
USA 32,372,119
USAConfirmed: 32,372,119Active: 6,886,031Recovered: 24,905,332Death: 580,756 -
India 14,788,109
IndiaConfirmed: 14,788,109Active: 1,801,298Recovered: 12,809,643Death: 177,168 -
Brazil 13,900,134
BrazilConfirmed: 13,900,134Active: 1,183,384Recovered: 12,344,861Death: 371,889 -
Russia 4,693,469
RussiaConfirmed: 4,693,469Active: 268,887Recovered: 4,319,389Death: 105,193 -
UK 4,385,938
UKConfirmed: 4,385,938Active: 112,868Recovered: 4,145,810Death: 127,260 -
Turkey 4,212,645
TurkeyConfirmed: 4,212,645Active: 533,303Recovered: 3,643,734Death: 35,608 -
Italy 3,857,443
ItalyConfirmed: 3,857,443Active: 505,308Recovered: 3,235,459Death: 116,676 -
Germany 3,137,907
GermanyConfirmed: 3,137,907Active: 282,181Recovered: 2,775,200Death: 80,526 -
Pakistan 756,285
PakistanConfirmed: 756,285Active: 80,559Recovered: 659,483Death: 16,243 -
China 90,499
ChinaConfirmed: 90,499Active: 314Recovered: 85,549Death: 4,636
ଭୁବନେଶ୍ୱର :୭ ।୫(ଓଡିଶା ଭାସ୍କର):ଲକ ଡାଉନ ପାଇଁ ଦେଶ ସାରା ଅଙ୍କୁଶ । ପାର୍କ ,ସିନେମାହଲ ,ମଲ ବନ୍ଦ । ଗାଡି ଚଳାଚଳ ଉପରେ ବି ଲଗାଯାଇଛି ଅଙ୍କୁଶ । ଏଭଳି ସ୍ଥତିରେ ରେମାନ୍ସ କରିବା୍କୁ ଭଲ ବୁଦ୍ଧି ଯୁଟାଇଲେ ପ୍ରେମୀଯୁଗଳ ।ଉତ୍ତର ପ୍ରଦେଶର ଆଗ୍ରାରୁ ମହାରାଷ୍ଟ୍ର ଯାଉଥିବା ଏକ ମାଲଗାଡିରେ ଉଠିଗଲେ । ଦେଖିବାକୁ ବା ରୋକିବାକୁ କେହିନାହିଁ । ତ ଖୁଲମଖୁଲା ଆରମ୍ଭ ହୋଇଗଲା ରୋମାନ୍ସ । କିନ୍ତୁ ମଜା ବେଶୀ ସମୟ ରହିଲା ନାହିଁ । ଏକ ଲେବଲ କ୍ରସିଂରେ ଡ୍ୟୁଟି କରୁଥିବା ଗେଟମ୍ୟାନ ଆଖିରେ ପଡିଲା ଏମାନଙ୍କ ରୋମାନ୍ସ । କାଳ ବିଳମ୍ବ ନକରି କଣ୍ଟୋଲରୁମ କୁ ଖବର ଦେଲେ । ଆକ୍ସମୋଡକୁ ଆସିଲା ରେଳବାଇ ପୋଲିସ । ମାଲଗାଡି ଅଟକାଯାଇ ପ୍ରେମୀ ଯୁଗଳଙ୍କୁ ଟ୍ରେନରରୁ ଓହ୍ଲାଇଦିଆଗଲ । ପଚାରାଉଚୁରାରୁ ଜଣା ପଡିଲା ଉଭୟ ପରସ୍ପରକୁ ଭଲ ପାଆନ୍ତି ଓ ଘର ଲୋକ ରଙ୍କକ୍ସକ୍ଟ ନହେବାରୁ ଘରୁ ଫେରାର ହୋଇଛନ୍ତି । ଏବେ ପୁଲିସ ସେମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କ ଜିମା ଦେଇଛି ।
Comments are closed.