fbpx

ସମସ୍ତ ୨୦ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର ।

ଆଜି ଚିହ୍ନଟ ସମସ୍ତ ୨୦ ଆକ୍ରାନ୍ତ ସୁରତ ଫେରନ୍ତା । ଗଞ୍ଜାମରେ ୧୭ ଜଣଙ୍କ ମଧ୍ୟରୁ ୧୬ ପୁରୁଷ ଓ ଜଣେ ମହିଳା । ୧୬ ପୁରଷଙ୍କ ବୟସ ୨୭, ୨୭, ୨୦, ୩୮, ୨୩, ୨୯, ୧୮ , ୫୦, ୩୦, ୨୯, ୨୧, ୪୩, ୪୩, ୩୯, ୪୬, ୨୪ ବୟସର ପୁରୁଷ । ଜଣେ ମହିଳାଙ୍କ ବୟସ ୨୦ ବର୍ଷ । ମୟୂରଭଞ୍ଜରେ ୩ ପୁରୁଷ ଆକ୍ରାନ୍ତ ସୁରତ ଫେରନ୍ତା । ୩ ପୁରୁଷଙ୍କ ବୟସ ୨୧, ୩୬ ଓ ୪୪ ବର୍ଷ ।

Get real time updates directly on you device, subscribe now.