fbpx

ଭାଇଜାଗ ଗ୍ୟାସ ଟ୍ରାଜେଡି ୫ ମୃତ,ଶତାଧିକ ଗୁରୁତର

ଭୁବନେଶ୍ୱର:୬ ।୫(ଓଡିଶା ଭାସ୍କର):ଆନ୍ଧ୍ରପ୍ରଦେଶ ଭାଇଜାଗରେ ଗ୍ୟାସ ଟ୍ରାଜେଡି । ୫ ମୃତ ,ଶତାଧିକ ଗୁରୁତର । ଭାଇଜାଗ ଏଲ.ଜି ପଲିମର କମ୍ପାନୀ ଗ୍ୟାସ ଲିକ ଘଟଣାରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା । ଗୁରୁତର ମାନଙ୍କୁ କିଙ୍ଗ ଜର୍ଜ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଗ୍ୟାସଲିକ ଉପରେ ଏବେ କାବୁ କରିନିଆଯାଇଥିଲେ ହେଁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି ।

ଅଢ଼େଇକିଲୋମିଟର ପର୍ଯ୍ୟନ୍ତ ଏହାର ଗନ୍ଧ ଅନୁଭୂତ ହେଉଛି । ଆନ୍ଧ୍ରମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହପରି ଏନଡିଆରଏଫକୁ ଘଟଣା ସ୍ଥଳକୁ ପଠାଯାଇଛି ।

Get real time updates directly on you device, subscribe now.