୨୨ ଜଣ ପୁରୁଷ ସନ୍ତାନଙ୍କୁ ଦେଲେ ଜନ୍ମ, ତା’ପରେ କ’ଣ ହେଲା ଜାଣନ୍ତୁ….

News across the Earth, news close to your heart, Read Odisha Bhaskar English

ସାଧାରଣ ଭାବରେ କୁହାଯାଇଥାଏ ଯେ, ଜଣେ ମହିଳା ଛୁଆଟିଏ ଜନ୍ମକରିବା ସମୟରେ ଯେଉଁ ଯନ୍ତ୍ରଣା ଅନୁଭବ କରେ, ଗୋଟିଏ ପୁରୁଷ ତାହା ବୁଝିପାରିବ ନାହିଁ । ତେବେ ପୁରୁଷମାନେ ମଧ୍ୟ ମହିଳାଙ୍କ ପରି ଛୁଆ ଜନ୍ମ କରିଥିବାର ଏକ ଖବର ସାମନାକୁ ଆସିଛି । ଅଷ୍ଟ୍ରେଲିଆର ୨୨ ଜଣ ପୁରୁଷ ସେମାନଙ୍କର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୮ ଜଣ ଗର୍ଭଧାରଣ କରିଥିଲେ । ଡିପାର୍ଟମେଣ୍ଟ ଅଫ୍ ହ୍ୟୁମାନ ସର୍ଭିସ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

ରିପୋର୍ଟରୁ ଜଣାପଡ଼ିଛି ଯେ, ସନ୍ତାନଙ୍କୁ ଜନ୍ମଦେଇଥିବା ପୁରୁଷମାନେ ଟ୍ରାନ୍ସଜେଣ୍ଡର ଥିଲେ । ତେବେ ଏହି ଘଟଣା ପରେ ସେହି ପୁରୁଷମାନଙ୍କର ପୌରୁଷତ୍ୱ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । କିଛି ଲୋକ କହିଛନ୍ତି ଯେ, ସେକ୍ସ ପରିବର୍ତ୍ତନ ହେବା ପରେ ଜଣେ ପୁରୁଷ ହୋଇ ରହିନଥାଏ, କାରଣ ଛୁଅଙ୍କୁ ଜନ୍ମ ଦେବା ମହିଳାଙ୍କର କାର୍ଯ୍ୟ ଅଟେ, ପୁରୁଷଙ୍କର ନୁହେଁ ।

Get real time updates directly on you device, subscribe now.