fbpx

ଭୁବନେଶ୍ବରରେ ଆଜି ୨୭୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୫/୮(ଓଡିଶା ଭାସ୍କର): ଭୁବନେଶ୍ବରରେ ଆଜି ପୁଣି ୨୭୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୩୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ସଂଗରୋଧ କେନ୍ଦ୍ରରୁ ୧୮୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୯୬ ଜଣ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ଭୁବନେଶ୍ବରରେ କୋରୋନା ପଜିଟିଭ ସଂଖ୍ୟା ୫୧୧୯କୁ ବୃଦ୍ଧି ପାଇଛି। ୫୧୧୯ ପଜିଟିଭରୁ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ସେଇପରି ୩୨୫୧ଜଣ ସୁସ୍ଥ ହୋଇଥିବା ବେଳେ ୧୮୩୯ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

Get real time updates directly on you device, subscribe now.