fbpx

୨୮୯ ଅଧ୍ୟାପକଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକଙ୍କୁ ମିଳିଲା ନିଯୁକ୍ତି । ୧୬ଟି ବିଭାଗର ୨୮୯ ଅଧ୍ୟାପକଙ୍କୁ ଦିଆଗଲା ନିଯୁକ୍ତିପତ୍ର । ଜୟଦେବ ଭବନରେ ଅଧ୍ୟାପକମାନଙ୍କୁ ନିଯୁକ୍ତପତ୍ର ଦେଲେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।

ଏହା ସହ ଶିକ୍ଷା ବିଭାଗରେ ୫-ଟି କାର୍ଯ୍ୟକାରିତା ନେଇ ମନ୍ତ୍ରୀ ଅରୁଣ ସାହୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.