fbpx

ଡେଲିଭରି ବୟ ଆଳରେ ଅନଲାଇନରେ ବିକୁଥିଲେ ଦିମୁଣ୍ଡିଆ ସାପ

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ସାପ ନାଁ ଶୁଣିଲେ ସଭିଙ୍କ ମନରେ ଡର ପଶିଯାଏ । ସେ ବିଷାକ୍ତ ହେଉ ବା ବିଷହୀନ । କିନ୍ତୁ ସାପ ସେ ପୁଣି ଦୁଇ ମୁଣ୍ଡିଆ । ଏଭଳି ସାପ ଭାରି ବିରଳ ।ପ୍ରତି ଏକ ଲକ୍ଷ ସାପରେ ଏଭଳି ଦୁଇମୁଣ୍ଡିଆ ସାପ ଦେଖିବାକୁ ମିଳେ । ଯାହାର ଆନ୍ତର୍ଜାତୀୟ ବଜରରେ ମୂଲ୍ୟ ଢ଼େର ଅଧିକ । ତାଛଡା ଏହି ସାପକୁ ନେଇ ରହିଥିବା ଅନ୍ଧବିଶ୍ୱାସ ବି ଏହାର ଚାହିଦା ବଢ଼ାଇଥାଏ ।
ଏଭଳି ଏକ ସାପ ବିକ୍ରି ଉଦ୍ୟମ ବେଳେ ଦୁଇଜଣଙ୍କୁ ଗିରଫ କରିଛି କର୍ଣ୍ଣାଟକ ସେଣ୍ଟାଲ କ୍ରାଇମବ୍ରାଂଚ । ଯୁବକ ଦୁଇଜଣ ଏଥିପାଇଁ ଅନଲାଇନରେ ଆଡ ଦେଇଥିଲେ । ଡେଲିଭରି ବୟ ଆଳରେ ଏହି କାରବାର ଚଲାଇଥିଲେ ।

Get real time updates directly on you device, subscribe now.