-
World 141,323,933
WorldConfirmed: 141,323,933Active: 18,234,440Recovered: 120,065,176Death: 3,024,317 -
USA 32,372,119
USAConfirmed: 32,372,119Active: 6,886,031Recovered: 24,905,332Death: 580,756 -
India 14,788,109
IndiaConfirmed: 14,788,109Active: 1,801,298Recovered: 12,809,643Death: 177,168 -
Brazil 13,900,134
BrazilConfirmed: 13,900,134Active: 1,183,384Recovered: 12,344,861Death: 371,889 -
Russia 4,693,469
RussiaConfirmed: 4,693,469Active: 268,887Recovered: 4,319,389Death: 105,193 -
UK 4,385,938
UKConfirmed: 4,385,938Active: 112,868Recovered: 4,145,810Death: 127,260 -
Turkey 4,212,645
TurkeyConfirmed: 4,212,645Active: 533,303Recovered: 3,643,734Death: 35,608 -
Italy 3,857,443
ItalyConfirmed: 3,857,443Active: 505,308Recovered: 3,235,459Death: 116,676 -
Germany 3,137,907
GermanyConfirmed: 3,137,907Active: 282,181Recovered: 2,775,200Death: 80,526 -
Pakistan 756,285
PakistanConfirmed: 756,285Active: 80,559Recovered: 659,483Death: 16,243 -
China 90,499
ChinaConfirmed: 90,499Active: 314Recovered: 85,549Death: 4,636
ଭୁବନେଶ୍ୱର :୬ ।୫(ଓଡିଶା ଭାସ୍କର): ଆଜି ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ଓ ଜଣେ ଆକ୍ରାନ୍ତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବୋଲି ଦର୍ଶାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୨ କୁ ଛୁଇଁଛି । ମୃତକ ବ୍ୟକ୍ତି ଜଣକ ଭୁବନେଶ୍ୱର ସ୍ଥିତ ମଧୁସୂଦନ ନଗରର ୭୭ବର୍ଷୀୟ ବୃଦ୍ଧ। ଖୋର୍ଦ୍ଧାରେ ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିଲା ।ଝାରପଡା ଅଂଚଳର ଜଣେ ବୃଦ୍ଧ । ସେ ଏପ୍ରିଲ ୬ ରେ ମୃତ୍ୟୁବରଣ କରିଥିଲେ ।
Comments are closed.